ଆଜିର ଡିଜିଟାଲ ଯୁଗରେ, ଅନଲାଇନରେ ଟଙ୍କା ରୋଜଗାର କରିବା ଏକ ସହଜ ଏବଂ ସମ୍ଭାବ୍ୟ ଉପାୟରେ ପରିଣତ ହୋଇଛି|ଯଦି ଆପଣଙ୍କର ଇଣ୍ଟରନେଟ୍ ଏବଂ ପଞ୍ଜୀକରଣ skills ଅଛି, ତେବେ ଆପଣ ମଧ୍ୟ ଏହା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ହାସଲ କରିପାରିବେ| Atleast two minutes read.
ଅନଲାଇନ ଟଙ୍କା ରୋଜଗାର କରିବା ପାଇଁ Reading+Writing+Understanding ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆପଣ ଏହାକୁ ପଢ଼ିବା ସହିତ ଲେଖିପାରିବେ ଏବଂ ଯାହା ଲେଖିବେ ତାହାକୁ ଯଦି ବୁଝିବାରେ ସକ୍ଷମ ହେବେ ତାହେଲେ ଆପଣଙ୍କୁ କେହି ଅନଲାଇନ ପଇସା ରୋଜଗାର କରିବାରେ ରଖିପାରିବେ ନାହିଁ| ଯଦି ଆପଣଙ୍କର ଏହି ତିନୋଟି ଜିନିଷ ଉପରେ ଏକାଗ୍ରତା ଅଛି, ଯଦି ଆପଣ କମ୍ପ୍ୟୁଟର ଶିଖି ନାହାଁନ୍ତି, ତେବେ ଆପଣ ଅନଲାଇନରେ ଟଙ୍କା ରୋଜଗାର କରିପାରିବେ|କମ୍ପ୍ୟୁଟର ଶିଖିବା ଏକ ବଡ କଥା ନୁହେଁ|ଆଜିକାଲି, ୟୁଟ୍ୟୁବରେ ଅନେକ ଚ୍ୟାନେଲ ଅଛି ଯାହା ମାଧ୍ୟମରେ ଆପଣ କମ୍ପ୍ୟୁଟର ଶିଖିପାରିବେ ଏବଂ ଅନଲାଇନରେ ଟଙ୍କା ରୋଜଗାର କରିପାରିବେ|ଆପଣ ଯାହା ଲେଖୁଛନ୍ତି ତାହା ଯଦି ଆପଣ ଭଲ ଭାବରେ ବୁଝି ପାରନ୍ତି, ତେବେ ଅନଲାଇନରେ ଟଙ୍କା ରୋଜଗାର କରିବା ଆପଣଙ୍କ ପାଇଁ ସହଜ ହେବ|
ଆପଣ କାହା ପାଇଁ ପ୍ରବନ୍ଧ ଲେଖି କିମ୍ବା ବ୍ଲଗ୍ ଲେଖି କିମ୍ବା ୱେବସାଇଟ୍ ପାଇଁ ଲିଙ୍କ୍ ଆର୍ଟିକିଲ୍ ଲେଖି ଅନଲାଇନରେ ଟଙ୍କା ରୋଜଗାର କରିପାରିବେ|ଆପଣ ୟୁଟ୍ୟୁବରେ ଭିଡିଓ ତିଆରି କରି ଟଙ୍କା ରୋଜଗାର କରିପାରିବେ|ତୁମର ଫେସବୁକ୍ ପେଜ୍ କିମ୍ବା ତୁମର ଫେସବୁକ୍ ଆଇଡି ପାଇଁ ଭିଡିଓ ପୋଷ୍ଟ କରି ତୁମେ ଟଙ୍କା ରୋଜଗାର କରିପାରିବ|ଆପଣ ଯେକୈସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଲେଖିବା କିମ୍ବା ଅପଲୋଡ୍ କରି ଟଙ୍କା ରୋଜଗାର କରିପାରିବେ|
ଏଠାରେ ଆମେ କେତେକ ସାଧାରଣ ଏବଂ ପ୍ରସିଦ୍ଧ ଉପାୟ ବିଷୟରେ ଆଲୋଚନା କରିବୁ ଯାହା ମାଧ୍ୟମରେ ଆପଣ ଅନଲାଇନ୍ ରୋଜଗାର କରିପାରିବେ |
1. ବ୍ଲଗ୍ ଲେଖିବା(Write blog)
ଯଦି ଆପଣଙ୍କର ଲେଖିବାର ଦକ୍ଷତା ଭଲ ଏବଂ ଆପଣଙ୍କର ଏକ ବିଷୟ ଉପରେ ଅଭିଗ୍ୟତା ଅଛି, ତେବେ ଆପଣ ଏକ ବ୍ଲଗ୍ ଲେଖି ଟଙ୍କା ରୋଜଗାର କରିପାରିବେ|Google Adsense ଏବଂ ଅନ୍ୟାନ୍ୟ ବିଜ୍ଞାପନ ନେଟୱାର୍କ ମାଧ୍ୟମରେ ବର୍ଷସାରା ରୋଜଗାର ପଇସା ସମ୍ଭବ|
ଓଡିଆରେ ଏକ ବ୍ଲଗ୍ ଆରମ୍ଭ କରି, ଆପଣ ଓଡିଆ ଲୋକଙ୍କ ସହ ଜଡିତ ବିଷୟ ଉପରେ ଲେଖି ଅଧିକ ପାଠକ ପାଇପାରିବେ|ଉଦାହରଣ ସ୍ୱରୂପ, ଓଡିଆ ଫୁଲଟୋସ୍ ଏବଂ ଓଡିଆ ଟୁଲ୍ସ ଏହି ଉପାୟରେ ଲୋକମାନଙ୍କ ମଧ୍ୟରେ ନିଜକୁ ପ୍ରୋତ୍ସାହିତ କରି ଆର୍ଥିକ ଲାଭ କରୁଛନ୍ତି|ଯଦି ଆପଣ ବ୍ଲଗିଂ କରି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି ତେବେ ଟଙ୍କା ରୋଜଗାର କରିବାର ଏହା ଏକ ଭଲ ଉପାୟ ଏବଂ ଗୁଗୁଲର Blogger ନାମକ ଏକ ମାଗଣା ପ୍ଲାଟଫର୍ମ ଅଛି ଏବଂ WordPress, Wix, Instant website builder, Woocommerce, Hostinger ଏବଂ Medium ପରି ଅନେକ ବ୍ଲଗିଂ ୱେବସାଇଟ୍ ଅଛି ଏବଂ ଆପଣ ସେଠାରୁ ବ୍ଲଗିଂ କରି ଟଙ୍କା ରୋଜଗାର କରିପାରିବେ| ଆପଣ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଏକ blog ଲେଖିପାରିବେ ଯଦି ଆପଣଙ୍କର ଏକ ବ୍ୟକ୍ତିଗତ website କିମ୍ବା ଏକ blog ଅଛି ଯାହା ପାଇଁ ଆପଣ ଲେଖିବାକୁ ଚାହୁଁଛନ୍ତି ଉପରେ ଲିଖିତ ସବୁ ପ୍ଲାଟଫର୍ମରେ ଅନ୍ୟମାନଙ୍କ ପାଇଁ 1000 ଶବ୍ଦ ଏବଂ ପାଞ୍ଚ ଶହ ଶବ୍ଦର ଏକ ଆର୍ଟିକିଲ୍ ଲେଖି ପଇସା ରୋଜଗାର କରିପାରିବେ|Blog ଲେଖିବା ଦ୍ୱାରା ଟଙ୍କା ଭାରତରେ ଏବଂ ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ଲଗ୍ ଲେଖିବାକୁ ସମୟ ପାଇନାହାଁନ୍ତି କିନ୍ତୁ ସେମାନେ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି ଯେ ସେମାନଙ୍କ ପାଇଁ ଆର୍ଟିକିଲ୍ ଲେଖିଲେ ଗୋଟେ ଗୋଟେ ଅର୍ଟିକିଲର 1500 ରୁ 2000 ଭାରତୀୟ ମୁଦ୍ରାରେ ରୋଜଗାର କରିପାରିବେ|ସେହି ୱବସାଇଟ ଗୁଡ଼ିକ ହେଲା fiver.com, upwork.com, freelancing.com ଆଦି ୱେବସାଇଟରେ ନିଜ ଆର୍ଟିକିଲକୁ sale କରି ରୋଜଗାର କରିପାରିବେ|
2. ୟୁଟ୍ୟୁବ୍ ଚ୍ୟାନେଲ୍(Youtube Channel) ୟୁଟ୍ୟୁବ୍ ହେଉଛି ଏକ ଜଣାଶୁଣା ମାଧ୍ୟମ, ଯେଉଁଠାରେ ଆପଣ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରି ଟଙ୍କା ରୋଜଗାର କରିପାରିବେ|ଏବେ ଆପଣ ନିଜ ମାତ୍ରୁ ଭାଷାରେ ମଧ୍ୟ ୟୁଟ୍ୟୁବରେ ଚ୍ୟାନେଲ ବନେୟୀ ପାରିବେ|କାରଣ ଓଡ଼ିଆ ଜାତିର ଲୋକେ ଓଡ଼ିଆ ଭାଷାରେ କିଛି ତଥ୍ୟ Youtube ରେ search କଲେ ସେହି ଲୋକକୁ ଯଦି ଅନ୍ୟ ଭାଷାରେ ଭିଡିଓ ମିଳେ କ'ଣ ଜଣେ ଓଡ଼ିଆ ଲୋକ ବୁଝିପାରିବେ|ଆନ୍ତର୍ଜାତୀୟ ସ୍ତରରେ ଓଡିଆ ଭାଷାର ଗୁଣବତ୍ତା ପ୍ରଦର୍ଶନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ| ବ୍ୟାଙ୍କିଙ୍ଗ୍, ଟେକ୍ନୋଲୋଜି, ଶିକ୍ଷା, ଓଡିଆ ସଂସ୍କୃତି ଇତ୍ୟାଦି ବିଷୟ ଉପରେ ଭିଡିଓ ପ୍ରସ୍ତୁତ କରି ଆପଣ ଆର୍ଥିକ ଲାଭ ପାଇପାରିବେ| Google Adsense ଏବଂ ଅନ୍ୟ ବିଜ୍ଞାପନ ସଂସ୍ଥା ମାଧ୍ୟମରେ ଆପଣ ଆର୍ଥିକ ଲାଭ ପାଇବେ|
3. ଫ୍ରିଲାନ୍ସିଂ(Freelancing)
Freelancing ଗୋଟେ ଏମିତି ପ୍ଲାଟଫର୍ମ ଯାହା ଆପଣ ଘରେ ବସି ପଇସା ରୋଜଗାର କରିପାରିବେ|କେବଳ ଆପଣଙ୍କର ଦକ୍ଷତା ରହିବା ଦରକାର|
ଫ୍ରିଲାନ୍ସିଂ ଦ୍ୱାରା ଆପଣ ଘରେ ବସି ଅନ୍ୟର କାମ କରନ୍ତି ଏବଂ ସେହି କାର୍ଯ୍ୟ କରିବାକୁ ତାଙ୍କ ପାଖରେ ସମୟ ନାହିଁ, ଡାଟା ଏଣ୍ଟ୍ରି ହେଉ, ଡାଟା ଟାଇପିଂ, କପି ରାଇଟ୍, ବ୍ଲଗ୍ଲେ ଲେଖିବା, ଭିଡିଓ ଏଡିଟିଂ, ଗ୍ରାଫିକ୍ ଡିଜାଇନ୍, ୱେବସାଇଟ୍ ତିଆରି, ୱେବସାଇଟ୍ ଡିଜାଇନ୍, ଫଟୋ ଏଡିଟିଙ୍ଗ, ଫର୍ମ ଫିଲାପ୍ ଏହିପରି ଅନେକ କାର୍ଯ୍ୟ ଯାହା ଫ୍ରିଲାନ୍ସିଂ ଅଧୀନରେ ଆସେ |ତେବେ ଆପଣ ଫ୍ରିଲାନ୍ସିଂ ପ୍ଲାଟଫର୍ମ (ଫିଭର, ଆପ୍ ୱର୍କ ଇତ୍ୟାଦି) ମାଧ୍ୟମରେ ଆପଣଙ୍କର ସେବା ପ୍ରଦାନ କରିପାରିବେ|Thumbnail design ମଧ୍ୟ ଫ୍ରିଲାନ୍ସିଂ ଅଧୀନରେ ଆସେ|
ବର୍ତ୍ତମାନ ସମୟରେ, ଆମାଜନ, ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ ଅନଲାଇନ୍ ସପିଂ ୱେବସାଇଟରେ ବିଭିନ୍ନ ସେବାୟତ ଅନଲାଇନ ଷ୍ଟୋର ମାନଙ୍କର Product descriptions ଲେଖିବା ପାଇଁ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଲେଖିବା ପାଇଁ ଫ୍ରିଲାନ୍ସର୍କୁ hire କରୁଛନ୍ତି| ଏହି କାର୍ଯ୍ୟ ମଧ୍ୟ ଫ୍ରେଇଲାନ୍ସିଂ ଅଧୀନରେ ଆସୁଅଛି|
4. ଅନଲାଇନ୍ ଶିକ୍ଷା(Online Learning)
ଯଦି ତୁମେ ଶିକ୍ଷାଦାନରେ ପାରଙ୍ଗମ ଏବଂ ଏକ ବିଷୟ ଉପରେ ଭଲ ଅଭିଜ୍ଞତା ଅଛି, ତୁମେ Zoom, Google meet କିମ୍ବା ଅନ୍ୟାନ୍ୟ ପ୍ଲାଟଫର୍ମରେ ଶିକ୍ଷା ଦେଇପାରିବ|ଏହା ବ୍ୟତୀତ ଆପଣ ଅନଲାଇନ୍ ପାଠ୍ୟକ୍ରମ ବିକ୍ରୟ କରି ଆର୍ଥିକ ଲାଭ ମଧ୍ୟ କରିପାରିବେ |ଓଡିଆ ଛାତ୍ରମାନଙ୍କ ପାଇଁ ଏକ ଉପଯୋଗୀ ଶିକ୍ଷଣୀୟ ପାଠ୍ୟକ୍ରମ ପ୍ରସ୍ତୁତ କରି ଆପଣ ଏହି ମାଧ୍ୟମରୁ ଉପକୃତ ହୋଇପାରିବେ|
ଆଜିକାଲି ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଘରୁ ପାଠ ପଢିବା ପାଇଁ ଚାହାଁନ୍ତି, ଆପଣ ମଧ୍ୟ ଘରେ ରହି teaching centre ଖଲି ଅନଲାଇନ ପଢ଼ାଇ ପଇସା ରୋଜଗାର କରିପାରିବେ|ଆପଣଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଲାପଟପ୍ କିମ୍ବା ମୋବାଇଲ୍ ଦ୍ୱାରା ଅନଲାଇନ ଶିକ୍ଷ୍ୟା ଦେଇ ପାରିବେ, ଆପଣ ସେହି ଅନୁଯାୟୀ ଏକ ପାଠ୍ୟକ୍ରମ ସୃଷ୍ଟି କରିପାରିବେ| ୟୁଟ୍ୟୁବ୍ କିମ୍ବା ଯେକୈଣସି ୱେବସାଇଟ୍ teaching ପ୍ଲାଟଫର୍ମରେ ଆପଣ ଅନଲାଇନ୍ ପଢ଼ାଇ ଟଙ୍କା ରୋଜଗାର କରିପାରିବେ|
5. ସୋସିଆଲ ମିଡିଆ ମାର୍କେଟିଂ(Social media marketing)
ସୋସିଆଲ ମିଡିଆ ମାର୍କେଟିଂ (SMM) ହେଉଛି ଏକ ଡିଜିଟାଲ ମାର୍କେଟିଂ strategy ଯେଉଁଥିରେ ବ୍ୟବସାୟ ଏବଂ ବ୍ୟକ୍ତିମାନେ ସେମାନଙ୍କର ଉତ୍ପାଦ, ସେବା କିମ୍ବା ବିଷୟବସ୍ତୁକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ promote କରନ୍ତି|ଏହାର ଉଦ୍ଦେଶ୍ୟ ଦର୍ଶକଙ୍କ ସହ ଜଡିତ ହେବା, ବ୍ରାଣ୍ଡ ସଚେତନତା ବୃଦ୍ଧି, ୱେବସାଇଟ ଟ୍ରାଫିକ ବଢ଼ାଇବା ଏବଂ ବିଭିନ୍ନ କମ୍ପାନୀଙ୍କ ଜିନିଷ ବିକ୍ରୟ ବୃଦ୍ଧି କରିବା |
ସୋସିଆଲ ମିଡିଆ ମାର୍କେଟିଂର ମୁଖ୍ୟ ପ୍ଲାଟଫର୍ମ: ବ୍ୟବହୃତ ଲୋକପ୍ରିୟ ପ୍ଲାଟଫର୍ମଗୁଡ଼ିକ ହେଉଛି Facebook, Instagram, Pinterest, Youtube, Quora, WhatsApp, Tumblr, Reddit |
ସୋସିଆଲ ମିଡିଆ ମାର୍କେଟିଂର ଉଦାହରଣ: ଏକ ବ୍ରାଣ୍ଡ ଇନଷ୍ଟାଗ୍ରାମରେ ରୀଲ୍ ଏବଂ ଷ୍ଟୋରି ପୋଷ୍ଟ କରି Product କୁ promote କରିବା|YouTubers ଭିଡିଓକୁ ଆଡ୍ ମାଧ୍ୟମରେ promote କରିବା|
6. ଅନ୍ୟର ସାମଗ୍ରୀ ନିଜ ଦ୍ୱାରା ବିକିବା((Affiliate Marketing)
ଆପଣ ଏକ ନିର୍ଦ୍ଦିଷ୍ଟ ଅନ୍ଲାଇନ୍ ପ୍ଲାଟଫର୍ମରେ (ଆମାଜନ, ଫ୍ଲିପକାର୍ଟ, ଇତ୍ୟାଦି) ଯୋଗଦାନ କରିପାରିବେ ଏବଂ ସେମାନଙ୍କ product ବିକ୍ରୟ କରି ଆର୍ଥିକ ଲାଭ ପାଇପାରିବେ|ଆମ ଭାରତରେ ଅଧିକ ଅନଲାଇନ product Affiliate marketing ଦ୍ୱାରା ବିକ୍ରୀ ହୁଏ| ବହି ଠାରୁ ଆରମ୍ଭ କରି, ରସେଇଘର ଜିନିଷ ହେଉ କିମ୍ବା ଶ୍ମଶାନ ଜିନିଷ ହେଉ ସବୁ ଜିନିଷକୁ Affiliate marketing ଦ୍ୱାରା ବିକା ଯାଏ| ଆଜିର ଯୁଗରେ ସର୍ବାଧିକ Affiliate marketing ଦ୍ୱାରା Electronic ଉପକରଣ ଗୁଡିକ ବିକ୍ରି ହୁଏ|
000
7. ଅନଲାଇନ୍ ଅନୁବାଦ(Online Translation)
ଯଦି ଆପଣ ଅନେକ ଭାଷା ଜାଣିଛନ୍ତି, ତେବେ ଆପଣ ଅନଲାଇନ୍ ଅନୁବାଦ ପ୍ରକ୍ରିୟାରେ ଯୋଗ ଦେଇ ରୋଜଗାର କରିପାରିବେ| ଓଡିଆ ଭାଷାର ଆବଶ୍ୟକତା ବ୍ଲଗ୍ ରାଇଟରଙ୍କୁ ବହୁତ୍ ଦରକାର ପଡେ|ଏହା ଏକ ବହୁତ୍ ଲାଭଦୟକ ବ୍ୟବସାୟ |World ରେ ଯେତେ ବ୍ଲଗ୍ ବା ୱେବସାଇଟ ରାଇଟର ଅଛନ୍ତି ସେମାନେ ଅନ୍ୟ ଭାଷାରେ ଆର୍ଟିକିଲକୁ ଏତେ ଶୀଘ୍ର translate କରିବା ପାଇଁ ସମୟ ନ ଥାଏ|ତେଣୁ କରି ସେମାନେ Online Translator କୁ hire କରନ୍ତି| fiver.com ଓ upwork.com ରେ ପ୍ରତିଦିନ ହଜାରେ Online Translation ପାଇଁ ପୋଷ୍ଟ କରାଯାଏ |
1. ମୋବାଇଲ୍ କିମ୍ବା ଲାପଟପ୍ ଦ୍ୱାରା ଅନଲାଇନ୍ ରେ କେମିତି ଟଙ୍କା କମାଇପାରିବି?"
ଆଜିକାଲି ଏକ ମୋବାଇଲ୍ କିମ୍ବା ଲାପଟପ୍ ଥିଲେ ମଧ୍ୟ ଆପଣ ଅନଲାଇନ୍ ରେ ଟଙ୍କା କମାଇପାରିବେ। ଆଉ ଏହି ଉପାୟଗୁଡିକ ଅନେକ ସହଜ ଅଟେ। ଯେପରିକି – YouTube ଚ୍ୟାନେଲ୍: ଭଲ ଭିଡିଓ ବନାଇ ମନିଟାଇଜ୍ କରନ୍ତୁ। Freelancing: Upwork, Fiverr, Freelancer ଭଳି ସାଇଟ୍ ରେ କାମ୍ କରନ୍ତୁ। Blogging: ନିଜର ବ୍ଲଗ୍ ଖୋଲି Google AdSense ଦ୍ୱାରା ଆୟ କରନ୍ତୁ। Affiliate Marketing: Amazon, Flipkart ଭଳି ସାଇଟ୍ ରୁ ଲିଙ୍କ୍ ସେୟାର୍ କରି କମିସନ୍ ପାଆନ୍ତୁ।
2. କୌଣସି ବିନା ନିବେଶରେ ଅନଲାଇନ୍ ଟଙ୍କା କମାଇବାର ଭଲ ଉପାୟ କ’ଣ?
ଅନେକ ଲୋକ ଟଙ୍କା ଖର୍ଚ୍ଚ କରିବାକୁ ଚାହନ୍ତି ନାହିଁ, କିନ୍ତୁ ସେମାନେ ଅନଲାଇନ୍ ରେ ଟଙ୍କା କମାଇବାକୁ ଚାହନ୍ତି। ଏଠି କିଛି ଉପାୟ ଅଛି ଯେଉଁଥିରେ କୌଣସି ଲଗତି (Investment) ନାହିଁ: Survey ଏବଂ Microtasks – Google Opinion Rewards, ySense, Swagbucks ଭଳି ସାଇଟ୍ ରେ ଏକାଉଣ୍ଟ୍ ଖୋଲି ସର୍ଭେ କଲେ ଟଙ୍କା ମିଳେ। Content Writing & Translation – ଯଦି ଆପଣ ଭଲ ଲେଖିପାରନ୍ତି, ତାହାଲେ Freelancing ସାଇଟ୍ ରେ ଗୋଟିଏ ଖାତା ଖୋଲି ଟଙ୍କା କମାନ୍ତୁ। Teaching & Tutoring – ଯଦି ଆପଣ ଭଲ ବିଷୟ ପଢ଼ାଇପାରନ୍ତି, ତାହାଲେ Udemy, Unacademy, Vedantu ଭଳି ପ୍ଲାଟଫର୍ମ ରେ ଅନଲାଇନ୍ ପଢ଼ାଇ ଟଙ୍କା ଅର୍ଜନ କରନ୍ତୁ। Social Media & YouTube – ଆପଣ ବି Facebook, Instagram Reels, YouTube Shorts ଦ୍ୱାରା ମୋନେଟାଇଜ୍ କରିପାରିବେ।
3. ଅନଲାଇନ୍ ରେ ଟଙ୍କା କମାଇବା ପାଇଁ କେଉଁଠି ନିରଭୟ (Safe) ଏବଂ ବୈଧ (Legitimate) ପ୍ଲାଟଫର୍ମ ଅଛି?
ଅନେକ ଠକିବା ୱେବସାଇଟ୍ ଅଛି ଯେଉଁଠି ଆପଣଙ୍କୁ କାମ୍ ଦେଉଛି, କିନ୍ତୁ ପରେ ଟଙ୍କା ଦେଇନାହାନ୍ତି। ତେଣୁ ସୁନିଶ୍ଚିତ ହୋଇ ଏହି ବୈଧ ଏବଂ ନିରଭୟ ଥିବା ସାଇଟ୍/ପ୍ଲାଟଫର୍ମ ରେ କାମ୍ କରନ୍ତୁ – ✅ Freelancing – Fiverr, Upwork, Freelancer.com ✅ YouTube & Blogging – YouTube (Google AdSense), Blogger, WordPress ✅ Affiliate Marketing – Amazon Associates, Flipkart Affiliate ✅ Online Teaching – Udemy, Vedantu, Unacademy