![]() |
👉ଦୁଇ ମିନିଟ ପଢ଼ନ୍ତୁ 👈 |
ପରିଚୟ
ସୁଭଦ୍ରା ଯୋଜନା ଓଡ଼ିଶା ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯାହା ମହିଳାମାନଙ୍କ ସଶକ୍ତିକରଣ ଓ ଅର୍ଥନୈତିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ କରିଛି। ଏହି ଯୋଜନା ଅନ୍ତର୍ଗତ ଆବେଦନ କରିଥିବା ଲାଭାର୍ଥୀମାନେ ନିଜର ଅବସ୍ଥା କିପରି ଯାଞ୍ଚ କରିପାରିବେ, ତାହା ଏହି ଲେଖାର ମୁଖ୍ୟ ବିଷୟ।
ସୁଭଦ୍ରା ଯୋଜନା ଅବସ୍ଥା ଯାଞ୍ଚ କରିବା ଉପାୟ
1. ଅନଲାଇନ୍ ମାଧ୍ୟମରେ ଅବସ୍ଥା ଯାଞ୍ଚ କରନ୍ତୁ
ଯଦି ଆପଣ ନିଜ ଆବେଦନର ଅବସ୍ଥା ଅନଲାଇନ୍ ରୂପେ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ:
ପଦକ୍ଷେପ 1: ସରକାରୀ ୱେବସାଇଟ୍ କୁ ଯାଆନ୍ତୁ
![]() |
Image Courtesy:-Subhadra.odisha.gov.in |
ଅନଲାଇନ୍ ମାଧ୍ୟମରେ ଅବସ୍ଥା ଚେକ୍ କରିବା ପାଇଁ ପ୍ରଥମେ Subhadra Yojana Official Website କୁ ଯାଆନ୍ତୁ।ବ୍ରାଉଜର ଖୋଲି ଏହି ଲିଙ୍କ୍ ଟାଇପ୍ କରନ୍ତୁ ଅଥବା Google ରେ "Subhadra Yojana Status Check" ଲିଖି ସର୍ଚ୍ କରନ୍ତୁ।
ପଦକ୍ଷେପ 2: ‘ଆବେଦନ ଅବସ୍ଥା’ ବିକଳ୍ପ ଚୟନ କରନ୍ତୁ
![]() |
Image Courtesy:-Subhadra.odisha.gov.in |
Google ଦ୍ୱାରା ଶୁଭଦ୍ରା ଯୋଜନା ସାଇଟ ଖଲିବା ପରେ, ୱେବସାଇଟର ଡାହାଣ ପାଖରେ ତିନିଟି ଲାଇନ ଅଛି। ତିନିଟି ଲାଇନ ଉପରେ ଟଚ୍ କରନ୍ତୁ, ଦେଖନ୍ତୁ ଉପରେ ଚିତ୍ରରେ ତିର ଚିହ୍ନ ଦ୍ୱାରା ଦର୍ଶା ଯାଇଚି।
ବେବସାଇଟ୍ ମୁଖ୍ୟ ପୃଷ୍ଠାରେ "Application Status" (ଆବେଦନ ସ୍ଥିତି) ନାମକ ବିକଳ୍ପ ରହିଥାଏ। ଆବେଦନ ସ୍ଥିତି ଏବେ ଟଚ୍ କରନ୍ତୁ।
![]() |
Image Courtesy:-Subhadra.odisha.gov.in |
ଏହି ବିକଳ୍ପକୁ ଦବି ଆଗକୁ ବଢ଼ନ୍ତୁ
ପଦକ୍ଷେପ 3: ଆବଶ୍ୟକ ସୂଚନା ପ୍ରଦାନ କରନ୍ତୁ
ଆବେଦନ ସ୍ଥିତିରେ ଟଚ୍ କରିବା ପରେ, ଆପଣ ନାଗରିକ login ପୃଷ୍ଠାକୁ ଆସିବେ ।
![]() |
Image Courtesy:-Subhadra.odisha.gov.in |
ଆଧାର ନମ୍ବର ତଳେ ✅🔷 Blue box ରେ ଟିକ କରନ୍ତୁ ଯାହା ଦ୍ୱାରା Blue box ରେ highlighted ହେଇଯିବ। ଏବଂ ଲଗ୍ଇନ୍ ବଟନ୍ ରେ ଟୋଚ କରନ୍ତୁ। ଏବେ OTP ପାଇଁ ଅପେକ୍ଷା କରନ୍ତୁ। 👇👇👇👇👇👇👇👇👇👇👇👇👇
ଆପଣଙ୍କ Application Number (ଆବେଦନ ସଂଖ୍ୟା) ଏବଂ Date of Birth (ଜନ୍ମ ତାରିଖ) ପ୍ରବେଶ କରନ୍ତୁ।କେତେବେଳେ ଆଧାର କାର୍ଡ ନମ୍ବର କିମ୍ବା ମୋବାଇଲ୍ ନମ୍ବର ମଧ୍ୟ ଦରକାର ପଡ଼ିପାରେ। ଶୁଭଦ୍ରା ଯୋଜନାରେ ଦେଇଥିବା ଫୋନ ନମ୍ବର ଜରିଆରେ OTP ଆସିବ।
![]() |
ଆସିଥିବା OTP ଭରିବା ପରେ ‘Submit’ (ଜମାଦିଅନ୍ତୁ) ବିକଳ୍ପକୁ କ୍ଲିକ୍ କରନ୍ତୁ।
ପଦକ୍ଷେପ 4: ଆବେଦନ ଅବସ୍ଥା ଦେଖନ୍ତୁ
![]() |
Image Courtesy:-Subhadra.odisha.gov.i👆👆👆👆👆👆👆👆 |
ଏବେ ଆପଣଙ୍କ Application Status ସ୍କ୍ରିନ୍ ଉପରେ ଦେଖିବେ। ଏବଂ ଆବେଦନକାରୀଙ୍କ ବିବରଣୀ ଦେଖିବେ: ପୁରା ନାମ, DOB, ପଞ୍ଜିକରଣ ନମ୍ବର, ଆଧାର ନମ୍ବର ସହିତ ଆବେଦନ ତାରିଖ ମଧ୍ଯ ଦେଖିବେ। ଯଦି ଆପଣଙ୍କ ଆବେଦନ ଅନୁମୋଦିତ ହୋଇଛି, ତେବେ "Approved" (ମଞ୍ଜୁରି ପାଇଛି) ଦେଖିବେ।
👆👆👆👆👆
👇👇👇👇👇
ଯଦି ଅନ୍ୟ ଅବସ୍ଥା ଅଛି ଯେପରି "Pending" (ବିଚାରାଧୀନ)" ଅଥବା "Rejected" (ପ୍ରତ୍ଖ୍ୟାନ କରାଯାଇଛି), ସେହି ଅନୁଯାୟୀ ପଦକ୍ଷେପ ନିଅନ୍ତୁ।
2. ଏସଏମଏସ୍ ମାଧ୍ୟମରେ ଅବସ୍ଥା ଯାଞ୍ଚ
ଯଦି ଆପଣଙ୍କ ପାଖରେ ଇଣ୍ଟରନେଟ୍ ନାହିଁ, ତେବେ ଏସଏମଏସ୍ ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ।
ଏସଏମଏସ୍ ଅଫସନ୍:👇
ଆପଣଙ୍କ ମୋବାଇଲ୍ ମେସେଜ୍ ଅପ୍ସ୍ ଖୋଲନ୍ତୁ।SUBHADRA<space>Application Number ଲେଖି 56767 କୁ ପଠାନ୍ତୁ। ଏକ ଉତ୍ତର ଏସଏମଏସ୍ ଆସିବ ଯେଉଁଥିରେ ଆପଣଙ୍କ ଆବେଦନ ଅବସ୍ଥା ଦେଖିପାରିବେ।
3. ଅଫଲାଇନ୍ ମାଧ୍ୟମରେ ଅବସ୍ଥା ଯାଞ୍ଚ
ଯଦି ଆପଣ ଅଫଲାଇନ୍ ଭାବରେ ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଉପାୟଗୁଡ଼ିକ ଅନୁସରଣ କରନ୍ତୁ:
ପଦକ୍ଷେପ 1: ନିକଟତମ ବ୍ଲକ୍ କିମ୍ବା ଜନସେବା କେନ୍ଦ୍ରକୁ ଯାଆନ୍ତୁ
ନିକଟତମ ମୋ ସେବା କେନ୍ଦ୍ର କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯାଇ ଜାଣନ୍ତୁ।
ଏଠି ଥିବା କର୍ମଚାରୀମାନେ ଆପଣଙ୍କୁ ତଥ୍ୟ ଦେଇପାରିବେ।
ପଦକ୍ଷେପ 2: ଆବଶ୍ୟକ ସୂଚନା ଦିଅନ୍ତୁ
ଆପଣଙ୍କ ଆବେଦନ ସଂଖ୍ୟା କିମ୍ବା ଆଧାର କାର୍ଡ ନମ୍ବର ଦିଅନ୍ତୁ।
ଏହା ସହିତ ଆପଣଙ୍କ ମୋବାଇଲ୍ ନମ୍ବର ଦେଇପାରନ୍ତି।
ପଦକ୍ଷେପ 3: ତଥ୍ୟ ପ୍ରାପ୍ତି
କର୍ମଚାରୀମାନେ ଆପଣଙ୍କ ତଥ୍ୟ ଖୋଜି ଦେଖିବେ ଏବଂ ଆପଣଙ୍କୁ ତଥ୍ୟ ଦେଇଦେବେ।
ଉପସଂହାର
ସୁଭଦ୍ରା ଯୋଜନା ମହିଳାମାନଙ୍କ ପାଇଁ ଏକ ଦାୟିତ୍ୱପୂର୍ଣ୍ଣ ଏବଂ ଉପକାରୀ ଯୋଜନା। ଏହି ଯୋଜନାର ଅବସ୍ଥା ଯାଞ୍ଚ କରିବା ପାଇଁ ଅନଲାଇନ୍, ଏସଏମଏସ୍ ଏବଂ ଅଫଲାଇନ୍ ଉପାୟ ଅଛି। ନିଜ ଅବସ୍ଥା ଯାଞ୍ଚ କରି ଯଥା ସମୟରେ ଲାଭ ନିଶ୍ଚିତ କରନ୍ତୁ।
ପଢ଼ନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ ଓଡ଼ିଆ ଭାଷାରେ
Subhadra Yojana: ଲାଭ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ
Puri–A Spiritual and Cultural Hub of Odisha
The Soil Mafia in Balasore District: How to Stop Farmland Destruction
ସୁଭଦ୍ରା ଯୋଜନାର ଷ୍ଟାଟସ୍ ଅନଲାଇନ୍ ଚେକ୍ କେମିତି କରିବା?
ସୁଭଦ୍ରା ଯୋଜନା ଷ୍ଟାଟସ୍ ଅନଲାଇନ୍ ଚେକ୍ କରିବା ପାଇଁ, Subhadra Yojana Official Website କୁ ଯାଆନ୍ତୁ, ବେବସାଇଟ୍ ମୁଖ୍ୟ ପୃଷ୍ଠାରେ "Application Status" (ଆବେଦନ ସ୍ଥିତି) ନାମକ ବିକଳ୍ପ ରହିଥାଏ। ଆବେଦନ ସ୍ଥିତି ଏବେ ଟଚ୍ କରନ୍ତୁ। ଆଧାର କାର୍ଡ ନମ୍ବର କିମ୍ବା ମୋବାଇଲ୍ ନମ୍ବର ମଧ୍ୟ ଦରକାର ପଡ଼ିପାରେ। ଶୁଭଦ୍ରା ଯୋଜନାରେ ଦେଇଥିବା ଫୋନ ନମ୍ବର ଜରିଆରେ OTP ଆସିବ। ପ୍ରଥମେ ଆଧାର ନମ୍ବର ଭରନ୍ତୁ । ଆଧାର ନମ୍ବର ତଳେ ✅🔷 Blue box ରେ ଟିକ କରନ୍ତୁ ଯାହା ଦ୍ୱାରା Blue box ରେ highlighted ହେଇଯିବ। ଏବଂ ଲଗ୍ଇନ୍ ବଟନ୍ ରେ ଟୋଚ କରନ୍ତୁ। ଏବେ OTP ପାଇଁ ଅପେକ୍ଷା କରନ୍ତୁ। ଆସିଥିବା OTP ଭରିବା ପରେ ‘Submit’ (ଜମାଦିଅନ୍ତୁ) ବିକଳ୍ପକୁ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ Application Status ସ୍କ୍ରିନ୍ ଉପରେ ଦେଖିବେ। ଏବଂ ଆବେଦନକାରୀଙ୍କ ବିବରଣୀ ଦେଖିବେ: ପୁରା ନାମ, DOB, ପଞ୍ଜିକରଣ ନମ୍ବର, ଆଧାର ନମ୍ବର ସହିତ ଆବେଦନ ତାରିଖ ମଧ୍ଯ ଦେଖିବେ। ଯଦି ଆପଣଙ୍କ ଆବେଦନ ଅନୁମୋଦିତ ହୋଇଛି, ତେବେ "Approved" (ମଞ୍ଜୁରି ପାଇଛି) ଦେଖିବେ।ଯଦି ଅନ୍ୟ ଅବସ୍ଥା ଅଛି ଯେପରି "Pending" (ବିଚାରାଧୀନ)" ଅଥବା "Rejected" (ପ୍ରତ୍ଖ୍ୟାନ କରାଯାଇଛି), ସେହି ଅନୁଯାୟୀ ପଦକ୍ଷେପ ନିଅନ୍ତୁ।
ଶୁଭଦ୍ରା ଯୋଜନାର ଷ୍ଟାଟସ୍ ଚେକ୍ କରିବା ପାଇଁ କଣ କଣ ଡକ୍ୟୁମେଣ୍ଟ ଦରକାର?
ଶୁଭଦ୍ରା ଯୋଜନାର ଷ୍ଟାଟସ୍ ଚେକ୍ କରିବା ପାଇଁ: ଆଧାର ନମ୍ବର , ଆବେଦନ ନମ୍ବର, ଆଧାର+ବ୍ୟାଙ୍କ୍ ଆକାଉଣ୍ଟ ରେ ଦେଇଥିବା ମୋବାଇଲ ନମ୍ବର।
ସୁଭଦ୍ରା ଯୋଜନା ଅବସ୍ଥା ଏସଏମଏସ୍ ଦ୍ୱାରା କିପରି ଯାଞ୍ଚ କରିପାରିବି?
ଆପଣଙ୍କ ମୋବାଇଲ୍ ମେସେଜ୍ ଅପ୍ସ୍ ଖୋଲି SUBHADRA